ଚନ୍ଦ୍ରଭାଗାରେ ଘଟଣା, ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଦୁଇ ଉଦ୍ଧାର, ଜଣେ ନିଖୋଜ

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗେଲେ ୩ ଜଣ । ଗାଧୋଉଥିବା ବେଳେ ୩ ଯୁବକ ଭାସିଯାଇଥିବା ନେଇ ସୂଚନା ମିଳିଛି । ଲାଇଫଗାର୍ଡ ଦ୍ୱାରା ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ରହିଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ବୋଲି ଜଣାପଡ଼ିଛି ।

Chandrabhaga
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+