ସୁଭଦ୍ରା ଯୋଜନା ପାଇଁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ପ୍ରୋତ୍ସାହନ; ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ

ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଯଙ୍କାର ପୁରସ୍କାର ମିଳିବ । ସହାୟିକାଙ୍କୁ ମିଳିବ ୫୦୦ ଟଙ୍କାର ପୁରସ୍କାରୁ ମଧ୍ୟ ମିଳିବ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଆଜି ସରକାର ମହିଳାଙ୍କ ଆକାଉଣ୍ଟକୁ ଛାଡ଼ିଛନ୍ତି ୧ମ କିସ୍ତି ୫ମ ପର୍ଯ୍ୟାୟ ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ ସହାୟତା ।

subhara yojan

ଆସନ୍ତା କାଲି ଛାଡ଼ି ପୁଣି ୮ ତାରିଖରେ ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାରେ ଟ୍ରାନ୍ସଫର ହେବ ୫ ହଜାର ଟଙ୍କା । ୮ ତାରିଖରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+