ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ

ଭୁବନେଶ୍ବର : ଓଡ଼ିଶା ସୀମାରେ ଯବାନ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଛି । ନୂଆପଡା ଜିଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ମାଓ ଦମନ ଅଭିଯାନ ସମୟରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

Maoists

କୁଲାରୀଘାଟ ଜଙ୍ଗଲରେ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛି । ବର୍ତ୍ତମାନ ପାଖାପାଖି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+