ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ, ମେଣ୍ଟକୁ ନେଇ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର: ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ସେହିପରି ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି । ତେବେ ଆକଳନ କରାଯାଉଛି ଏବି ବୈଠକରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇ ପାରେ ଏବଂ କୌଣସି ନିଷ୍ପତ୍ତି ନିଆଯାଇ ପାରେ । ଏବି ବୈଠକରେ ଦଳ ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ ।

CM Naveen Patnaik

ତେବେ ଏହା ପୂର୍ବରୁ ୬ତାରିଖରେ ନବୀନ ନିବାସରେ ଦଳର ବରିଷ୍ଠ ବିଧାୟକ ଏବଂ ବିଜେଡି ନେତା ମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ହେଲେ ମେଣ୍ଟ ନେଇ କୌଣସି ସୂଚନା ପ୍ରକାଶ ପାଇନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+