ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ; ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ

ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ।ଜିଲ୍ଲାପାଳ, ଦଇତାପତି ନିଯୋଗର ସଭାପତି, ସମ୍ପାଦକ ଉପସ୍ଥିତ ।ବୈଠକରେ ୪ ବାଡ଼ଗ୍ରାହୀ ମଧ୍ୟ ଉପସ୍ଥିତ ।

Important meeting for orderly Rath Yatra

ଅଲାରନାଥଙ୍କ ଅନବସର ଦର୍ଶନ ରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ଷକରେ ୩୬୫ ଦିନ ମଧ୍ୟରୁ ୩୫୦ ଦିନ ଜଗନ୍ନାଥଙ୍କୁ ଦର୍ଶନ କରିବା ଯାହା ଅଣସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସମାନ ବୋଲି ଭକ୍ତ ମନରେ ବିଶ୍ୱାସ ନେଇ ଛୁଟି ଆସିଥାନ୍ତି ଅଲାରନାଥ ପୀଠକୁ ଭକ୍ତ । ଏହି ୧୪ ଦିନ ବ୍ରହ୍ମଗିରି ଅଲାରନାଥ ପୀଠ ପଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର । ପ୍ରଭୁ ଅଲାରନାଥ ଖିରୀ ଖାଇବାକୁ ବେଶ ଭଲ ପାଆନ୍ତି । ଏହି ଅଣସର ସମୟରେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଖିରୀ ଭୋଗ କରିଥାନ୍ତି ।

ରଥଯାତ୍ରା ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ୩୦୦ ଡାକ୍ତର ନିୟୋଜିତ ହେବେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ବ୍ୟବସ୍ଥା କରାଯାଇଛି। ପୁରୀଠାରେ ରଥଯାତ୍ରା ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ। ଆଜି ରଥଯାତ୍ରା ସମନ୍ବୟ ବୈଠକ ଶେଷ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି । ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ। ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ଏଣେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ କରୁଣାରୁ ଏଥର ରଥଯାତ୍ରା ସୁରୁଖୁରୁରେ ସଂପାଦିତ ହେବ। ବିଭିନ୍ନ ବିଭାଗର ଅଧିକାରୀମାନେ ଏଯାଏ ୮୦ ପ୍ରତିଶତ କାମ ସାରିଲେଣି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ କାମ ସରିଯିବ ବୋଲି ମୋର ବିଶ୍ବାସ।ରଥଯାତ୍ରା ଲାଗି ରେଳବାଇ ପକ୍ଷରୁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+