ବାତ୍ୟା ଅପ୍‌ଡେଟ୍‌ ନେଇ IMD ଡିଜିଙ୍କ ସୂଚନା: ବାତ୍ୟା ପାରାଦୀପରୁ ୧୦୦ କିମି ଦୂରରେ, ଧାମରା ଠାରୁ ୧୩୦ କିମି

ବାତ୍ୟା ଅପ୍‌ଡେଟ୍‌ ନେଇ IMD ଡିଜିଙ୍କ ସୂଚନା । ଆକଳନ ଅନୁସାରେ ମଧ୍ୟରାତ୍ରରୁ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ । ପବନର କୋର୍‌ ଏରିଆ ମଧ୍ୟରାତ୍ରରୁ ବଢ଼ିବା ଆରମ୍ଭ ହେବ । ମଧ୍ୟରାତ୍ରରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯିବ । ମଧ୍ୟରାତ୍ର ପରେ ଜୁଆର ଅଧିକ ହେବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଏବେ ବାତ୍ୟା ପାରାଦୀପରୁ ୧୦୦ କିମି ଦୂରରେ ଅଛି । ଧାମରା ଠାରୁ ୧୩୦ କିମି ଦୂରରେ ଅଛି । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି । ଆଜି ମଧ୍ୟରାତ୍ରରୁ କାଲି ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।

IMD DG s cyclone dana update

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ପଶିବ ବାତ୍ୟା। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ପବନ ବଢୁଛି । ଏବେ ୩ ଜିଲ୍ଲାର ଉପକୂଳ ଅଞ୍ଚଳରେ ୬୦ରୁ ୮୦ କିମି ଚାଲିଛି । ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୧୦୦ରୁ ୧୨୦ ରହିବ । ୩ ଜିଲ୍ଲାରେ ପବନ ବଢ଼ିବା ସହ ଜୁଆର ବଢ଼ିଛି, ବର୍ଷା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+