ଆକ୍ସନ ମୁଡ଼ରେ ମନ୍ତ୍ରୀ ; କହିଲେ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ବିକ୍ରି କରିଥିଲେ ହେବ କଡା କାର୍ଯ୍ୟନୁଷ୍ଠାନ

ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ବି ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି। ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ରେତା ବିକ୍ରେତା ଓ ସମ୍ପୃକ୍ତ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ କଡା ଆକ୍ସନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ବାସେଳୀ ସାହି ଜମି ଜାଲିଆତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ହେବ

Parthiraj Harichandan

ମନ୍ଦିର ପ୍ରଶାସନର ଯାହା ଦାୟିତ୍ଵ ତାକୁ ନିର୍ବାହ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜବରଦଖଲ ଜମିକୁ ବିକ୍ରି କରି କର୍ପସ ଫଣ୍ଡ ସଂଗ୍ରହ କରିବାକୁ ଯୋଜନା କରୁଛି ବିଭାଗ। ୨୦୦୩ ୟୁନିଫର୍ମ ପଲିସି ଅନୁସାରେ ଜବରଦଖଲ ହୋଇଥିବା ଜଗନ୍ନାଥଙ୍କ ଜମି ଗୁଡିକର ସେଟେଲମେଣ୍ଟ କରାଯିବ। ଏବଂ ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୋକେ ମହାପ୍ରଭୁଙ୍କ ଜମି ଜବରଦଖଲ କରୁଛନ୍ତି। ଏହି ପ୍ରକ୍ରିୟା ଫଳରେ ସେହି ଜମି ଜବରଦଖଲ ମୁକ୍ତ ହୋଇପାରିବ। ସେଟେଲମେଣ୍ଟ ହେବା ଦ୍ଵାରା ୮ରୁ ୧୦ ହଜାର ଟଙ୍କାର କର୍ପସ ଫଣ୍ଡ ଗଠନ ମଧ୍ୟ ହୋଇପାରିବ । ସର୍ବନିମ୍ନ ପରିମାଣର ଜମି କୁ ରିହାତି ଦରରେ ବିକ୍ରି କରାଯିବ।

ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ୍ ବିକ୍ରି ନେଇ ଆଇନ ମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା : କହିଲେ କ୍ରେତା ଓ ବିକ୍ରେତା ସବ ରେଜିଷ୍ଟାର ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+