ନିଷ୍ଠୁର IICଙ୍କୁ ପୋଷ୍ଟିଂ ମନା : ଅଭିଯୁକ୍ତଙ୍କୁ ବ୍ୟବହାର ନେଇ ନେବେ ତାଲିମ
ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଯାଏଁ ପୋଷ୍ଟିଂ ମନା ।
ଭୁବନେଶ୍ୱର : କେନ୍ଦୁଝର ପାଟଣା ଥାନାରେ ଜଣେ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିବା ଜଣେ ଆଇଆଇସିଙ୍କ ପାଇଁ ମହଙ୍ଗା ପଡିଛି । ସଂପୃକ୍ତ ଆଇଆଇସିଙ୍କୁ କୌଣସି ଥାନାରେ ଦୁଇ ବର୍ଷ ପାଇଁ ପୋଷ୍ଟିଂ ନଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ସଂପୃକ୍ତ ଆଇଆଇସି ଅଭିଯୁକ୍ତଙ୍କୁ କିଭଳି ବ୍ୟବହାର କରିବେ ସେନେଇ ତାଲିମ ନେବାକୁ ମଧ୍ୟ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।













Click it and Unblock the Notifications