ଜିରୋ ଏଫ୍ଆଇଆର୍ ନରଖିଲେ ସସ୍ପେଣ୍ଡ କରାଯିବ- ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ
ଜିରୋ FIR ନରଖିଲେ ସସ୍ପେଣ୍ଡ । ଆକ୍ସନ ମୁଡ଼ରେ ମୁଖ୍ୟମନ୍ତ୍ରୀ । ପୋଲିସ ଅଧିକାରୀଙ୍କୁ କଡ଼ା ତାଗିଦ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୪ଟି ଥାନା କୋଠା ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ କରି ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଥାନାରେ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଥାନାକୁ ଆସୁଥିବା ଲୋକମାନଙ୍କୁ ଭଲ ବ୍ୟବହାର ଦେଖାଅ । କେହି ଜିରୋ ଏଫ୍ଆଇଆର୍ ଦେଲେ ତାକୁ ରଖିବାକୁ ନିର୍ଦ୍ଦେଶ ଦେଲେ । ଜିରୋ ଏଫ୍ଆଇଆର୍ ନରଖିଲେ ସସ୍ପେଣ୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହି ଭାନ୍ତି ।












Click it and Unblock the Notifications