କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ IED ଠାବ
ଫୁଲବାଣୀ: କମ୍ବିଂ ବେଳେ ମାଓ କ୍ୟାମ୍ପ ସହ IED ଠାବ କରାଯାଇଛି । ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ CRPF ଓ SOG ଠାବ କରାଯାଇଛି । ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି । KKBN ସଂଗଠନରେ ୧୫ରୁ ଅଧିର ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି । ସେହିପରି ବର୍ତ୍ତମାନ କମ୍ବିଂ ଅପରେସନ୍ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ।













Click it and Unblock the Notifications