ଭିଆରଏସ ନେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ
Odisha News: ଭିଆରଏସ ନେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । କେନ୍ଦ୍ର ସରକାର ସୁଜାତାଙ୍କ ଆବେଦନକୁ ମଞ୍ଜୁରୀ ଦେଇଥିବା ନେଇ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ସେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ପ୍ରଥମେ ସେ ଛୁଟି ପାଇଁ ଆବେଦନ କରିଥିଲେ ହେଲେ ତାଙ୍କୁ ଛୁଟି ନ ମିଳିବାରୁ ପରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।













Click it and Unblock the Notifications