Get Updates
Get notified of breaking news, exclusive insights, and must-see stories!

IAS - OPS: ରାଜ୍ୟରେ ଆଇଏସ, ଓଏସ ପଦବୀ ଖଲି, କେତେ ଜାଣନ୍ତୁ ?

ବିଧାନସଭାରେ ଉଠିଲା ଆଇଏସ ଆଇପିଏସ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତର ବର୍ତ୍ତମାନ ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟରେ କେତେ ଆଇଏଏସ୍, ଆଇପିଏସ୍, ଆଇଏଫଏସ୍ ସହ ଓଏଏସ୍ ପଦବୀ ଫାଙ୍କା ପଡିଛି, ଏଭଳି ପ୍ରଶ୍ନ ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କରିଥିଲେ । ଏହାର ଉତ୍ତର ଦେଇଥିଲେ ମୋହନ ମାଝୀ ।

IAS - OPS posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ମୁତାବକ, ରାଜ୍ୟରେ ଏବେ ବି ୬୭ ଆଇଏଏସ୍, ୬୯ ଆଇପିଏସ୍, ୬୯ ଆଇଏଫଏସ୍ ସହ ୨୫୩ ଓଏଏସ୍, ୨୫୩ ଓପିଏଏସ୍, ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା ଆଉ ୨୬୩ ଓଆରଏସ୍ ପଦବୀ ଫାଙ୍କା ପଡିଛି ।

କିପରି ଆଇନ ଶୃଙ୍ଖଳା ନିୟନ୍ତ୍ରିତ ହେବ ଏବଂ କିଭଳି ରାଜ୍ୟରେ ସରକାର ଚାଲିବ ଏଭଳି ପ୍ରଶ୍ନ ଉଠୁଛି । ଏହା ଏଖ ପ୍ରକାର ଚିନ୍ତାକର ବିଷୟ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+