IAS Bishnupada Sethi: nbsp; nbsp;CBIରେ ହାଜରେ ହୋଇ ପାରନ୍ତି IAS ବିଷ୍ଣୁପଦ ସେଠୀ । ଯେଉଁଥି ପାଇଁ ସିବିଆଇ ଅଫିସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ୧୧ ତାରିଖରେ ହାଜର ହେବାକୁ ବିଷ୍ଣପଦଙ୍କୁ ସମାନ ଜାରି କରାଯାଇଥିଲା । nbsp;