ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନେଲେ ମୁଁ ରାଜନୀତି ଛାଡିଦେବି: ପାଣ୍ଡିଆନ

ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି । ଏପରି କହିଛନ୍ତି ଭି କେ ପାଣ୍ଡିଆନ। ସେ ଦମ୍ବ ଦେଖାି କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନିଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ୍ ନେଇଯିବି । ଝାରସୁଗୁଡା ପରେ ବ୍ରଜରାଜନଗରରେ ଯାଇ ଭିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ ପାଣ୍ଡିଆନ। ପ୍ରଥମେ ଲୋକଙ୍କୁ ଜୁହାର କରିବା ସହ ବିଜେଡି ଇସ୍ତାହାର ସଂପର୍କରେ ବଖାଣିଥିଲେ ପାଣ୍ଡିଆନ୍ । ସେ କହିଥିଲେ ଏଠାକାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି ।

ତେବେ ଏହି ଅବସରରେ ପାଣ୍ଡିଆନ ବିରୋଧୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ କହିଥିଲେ ମୁଁ ବ୍ରଜରାଜନଗର ମାଟିରୁ ଆହ୍ୱାନ ଦେଉଛି, ଯଦି ଦମ୍ ଅଛି ଜିତିକରି ଦେଖାଅ ।

Naveen pattnaik

ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ, ନାଁ କୁହ ଦେଖିବା କେତେ ଭୋଟ ମିଳୁଛି । କହିଲେ ନିଜ ଦଳ ଯେଉଁଠି ବିଶ୍ୱାସ କରୁନି, ସେଠି ଲୋକେ କେମିତି ବିଶ୍ୱାସ କରିବେ । ତେବେ ସେ ଦୃଢୋକ୍ତ ଦେଖାଇ କହିଥିଲେ ମୁଁ ଏଠି ଆଜି ଆଉଥରେ କହୁଛି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ।

ସେ ଆହୁରି କହିଛନ୍ତି ଯେ, ଜୁନ୍ ୯ରେ ଇତିହାସର ହେବ ପୁନରାବୃତ୍ତି । ଦିନ ସାଢେ ୧୧ ରୁ ଗୋଟାଏ ଭିତରେ ଶପଥ ନେବେ ନବୀନ ପଟ୍ଟନାୟକ । କାରଣ ନବୀନ ବାବୁଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ସାଢେ ୪ କୋଟି ଓଡିଆଙ୍କ ଆଶୀର୍ବାଦ ଅଛି । ନିଶ୍ଟିତ ଭାବେ ଜିତାପଟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+