ଜଙ୍ଗଲରେ ମାତିଛନ୍ତି ଶିକାରୀ, ୩ ବର୍ଷରେ ମାରିଛନ୍ତି ୧୪ ବାଘ

ଜଙ୍ଗଲରେ ମାତିଛନ୍ତି ଶିକାରୀ, ୩ ବର୍ଷରେ ୧୪ ବାଘ ଶିକାର କରିଛନ୍ତି । ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୬ଟି ମହାବଳ ଓ ୬୩ଟି କଲରାପତରିଆ ବାଘ ଛାଲ ଜବତ' । କେବଳ ଢେଙ୍କାନାଳ ବନଖଣ୍ଡରେ ୪୧ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ ମନ୍ତ୍ରୀ ।

tigers
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+