ନିଶା ମୁକ୍ତ ଭାରତ' ପାଇଁ ବିଶାଳ ଗଣଦୌଡ଼, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ନିଶା ମୁକ୍ତ ଭାରତ' ପାଇଁ ବିଶାଳ ଗଣଦୌଡ଼ । କଳିଙ୍ଗ ଷ୍ଟାଡିୟମ୍ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ । ଗଣଦୌଡ଼ ଶୁଭାରମ୍ଭ କରି ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମହତ ବାର୍ତ୍ତା ନେଇ ଗଣଦୌଡ଼ । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ 'ନମୋ ଯୁବ ମାରାଥନ୍' ଆୟୋଜିତ କରାଯାଇଛି । ନିଶା ଠାରୁ ଯୁବପିଢିଙ୍କୁ ଦୂରେଇ ରଖିବା ପାଇଁ ସଚେତନତା ବାର୍ତ୍ତା ।












Click it and Unblock the Notifications