ଆଇସିସିରେ କେମିତି ଅଭିଯୋଗ କରିବେ ? ICCରେ କେତେ ଜଣ ଓ କିଏ ରହିଥାନ୍ତି ?
ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଉଠୁଛି ପଡ଼ୁଛି ସାରା ରାଜ୍ୟ । ସମ୍ପୃକ୍ତ ଛାତ୍ରୀଙ୍କୁ ବିଭାଗୀୟ ଏଚ୍ଓଡିଙ୍କ ନିର୍ଯାତନା ଅଭିଯୋଗ ପରେ କଲେଜରେ ବସିଥିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ବୈଠକ । ତେବେ କଲେଜ ପ୍ରିନ୍ସିପାଲଙ୍କୁ ଆଇସିସି କ'ଣ ସୁପାରିଶ କରିଥିଲା, ତାର ଏକ୍ସକ୍ଲୁସିଭ୍ ତଥ୍ୟ ଲାଗିଛି କନକ ନ୍ୟୁଜ ପାଖରେ ।
ଆଇସିସିରେ କେମିତି ଅଭିଯୋଗ କରିବେ ?
ଯେକୌଣସି ଛାତ୍ରୀ ନିଜ ଅଭିଯୋଗ ନେଇ ଇଣ୍ଟରନାଲ କମ୍ପ୍ଲେନ କମିଟି ପ୍ରକୋଷ୍ଠକୁ ଯାଇ ସିଧାସଳଖ ନିଜ କଥା ରଖି ପାରିବେ ଅଥବା ମେଲ କରି ପାରିବେ
ଏହି ସବୁ କଥାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥାଏ
ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଦ୍ଵାର, ପ୍ରଶାସନିକ ବିଭାଗର ନୋଟିସ ବୋର୍ଡ ଓ ଏକାଡେମିକ ବିଲଡିଂର ଗେଟ ପାଖ ତଥା ଅନ୍ୟ ବିଭାଗ ଗୁଡିକରେ ଏନେଇ ସମ୍ପୂର୍ଣ୍ଣ ବିବରଣୀ ଥିବା ଫଳକ ରଖାଯାଇଛି
ଏହା ସହ ଅନ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ଏସବୁର ବ୍ୟାନର ଲଗାଯାଇଥାଏ
ଅପର ପକ୍ଷରେ ଆଡ଼ମିସନ ସମୟରେ ଇଣ୍ଡକସନ ମିଟିଙ୍ଗ ଓ ୱାର୍କସପ୍ ଜରିଆରେ ଏସବୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି

ଜିଏମ ବିଶ୍ୱ ବିଦ୍ୟାଳୟର ଇଣ୍ଟରନାଲ କମ୍ପ୍ଲେନ କମିଟିରେ..
3 ଜଣ ଅଧ୍ୟାପିକା
ଜଣେ ଏନଜିଓର ମହିଳା ସଦସ୍ୟ
2 ଜଣ ଅଣ ଶିକ୍ଷକ ଷ୍ଟାଫ୍
3 ଜଣ ଛାତ୍ର ପ୍ରତିନିଧି (2 ଜଣ ଛାତ୍ର ଓ ଜଣେ ଛାତ୍ରୀ ) ଅଛନ୍ତି
ବର୍ତ୍ତମାନ ସ୍ଥିତିରେ ଏହି କମିଟିରେ 9 ଜଣ ସଦସ୍ୟ ଅଛନ୍ତି
ଏହି କମିଟିର ସଦସ୍ୟ ମଝି ମଝିରେ ପରିବର୍ତ୍ତନ ହେଉଥାନ୍ତି
ପରିବର୍ତ୍ତନ ହେଲେ ତାହା ୱେବସାଇଟରେ ଅପଲୋଡ଼ ହୋଇଥା












Click it and Unblock the Notifications