ରାଜ୍ୟରେ କେତୋଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି
Odisha News: ରାଜ୍ୟରେ ବର୍ତ୍ତମାନ ମୋଟ ୮୬୦ଟି ଜରୁରିକାଳୀନ ମେଡିକାଲ ସେବା ଆମ୍ବୁଲାନ୍ସ ମଧ୍ୟରୁ ୮୫୫ଟି ଆମ୍ବିଲାନ୍ସ କାର୍ଯ୍ୟକ୍ଷମ ଥିବା ବେଳେ ୫୦୦ଟି ୧୦୮ ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ରହିଛି । ଏନେଇ ଆଜି ବିଧାନସଭାରେ ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲାରେ ୬୧ ଗୋଟି EMAS-୧୦୮ ଜରୁରିକାଳୀନ ମେଡିକା ଡିକାଲ ସେବା ଆମ୍ବୁଲାନ୍ସ , ୧୫ ଗୋଟି ଉନ୍ନତ ଜୀବନ ରକ୍ଷାକାର କାରୀ ଆମ୍ବୁଲାନ୍ସ (ALS) ଏବଂ ୪୬ ଗୋଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ନିୟୋଜିତ ଅଛି ।












Click it and Unblock the Notifications