ବଡ଼ବିଲ୍ ଲୁଗା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଲୁଗାରେ ଲାଗିଲା ନିଆଁ

ଜଳିଗଲା ଲୁଗା ବ୍ୟବସାୟୀଙ୍କ ଘର । ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ। କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଣେ ଲୁଗା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ମ୍ୟୁନିସିପାଲଟି ୬ ନମ୍ବର ୱାର୍ଡ ମନି ଟାୱାର ନିକଟରେ ଲାଗିଲା ନିଆଁ । ତୁଳା ଗୋଦାମ ଓ ଅଫିସ ଷ୍ଟେସନାରୀ ନିଆଁରେ ଜଳି ଭସ୍ମୀଭୂତ ହୋଇଛି । ଷ୍ଟକ୍ ଥିବା ତୁଳାରୁ ନିଆଁ ଲାଗି ୨ଟି ଷ୍ଟେସନାରୀ ଦୋକାନକୁ ବ୍ୟାପିଥିଲା । ଭୋର ୪ଟା ବେଳକୁ ନିଆଁ ଲାଗିଥିଲା । ୪ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

fire
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+