ଆଜି ନୁହେଁ କାଲି ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ। ଓଡ଼ିଶା ପହଞ୍ଚିବା ପରେ ସିଧା ମୁଣ୍ଡୁଳି ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । nbsp;ପରେ ପରେ ପାରାଦୀପ ଓ ଭୁବନେଶ୍ବରରେ ମଧ୍ୟ ଶାହଙ୍କ କାର୍ଯ୍ୟକ୍ରମ ରହିଛି ।