୨୮ରେ ସମ୍ବଲପୁର ଆସିବେ ଗୃହମନ୍ତ୍ରୀ ଅମିତ ଶାହା, ଏହି ବିଶେଷ କାମ ପାଇଁ

୨୮ତାରିଖରେ ସମ୍ବଲପୁର ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ । ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନ୍ୟ ପ୍ରକଳ୍ପ କରିବେ ଉଦଘାଟନ ।

Amit Shah

ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ୨୮ତାରିଖ ସମ୍ବଲପୁର ଗସ୍ତରେ ଆସିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ । ପ୍ରଥମେ ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି । ସେହି ଦନି ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନେକ ପ୍ରକଳ୍ପର ଉଦଘାଟନ କରିବେ । ତେବେ କେନ୍ଦ୍ରୀୟ ନେତୃତ୍ବ ଓଡିଶା ଯେତିକି ଗସ୍ତ କରିବେ ସେତିକି ଓଡିଶାକୁ ଫାଇଦା ଦେବ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+