ହୋମ ଗାର୍ଡ ନିଯୁକ୍ତି ଅନିୟମିତତା ମାମଲା, ସୁବର୍ଣ୍ଣପୁର ଏସ୍ପିଙ୍କୁ ହାଇକୋର୍ଟ ନୋଟିସ
ସୁବର୍ଣ୍ଣପୁର ଜିଲ୍ଲାରେ ହୋମ ଗାର୍ଡ ନିଯୁକ୍ତି ଅନିୟମିତତା ମାମଲା । ସୁବର୍ଣ୍ଣପୁର ଏସ୍ପି ଏବଂ ଅନ୍ୟମାନଙ୍କୁ ହାଇକୋର୍ଟଙ୍କ ନୋଟିସ । ନିଯୁକ୍ତିର ବୈଧତା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି କହିଛନ୍ତି ହାଇକୋର୍ଟ।
ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଦାୟର ହୋଇଛି ମାମଲା । ସମଗ୍ର ଜିଲ୍ଲାରେ ୯୨ ଜଣଙ୍କୁ ଚୟନ ନେଇ ଜାରି ହୋଇଥିଲା ବିଜ୍ଞପ୍ତି। ଅନ୍ୟ ଥାନା ଅଂଚଳର ପ୍ରାର୍ଥୀଙ୍କୁ ସୁବର୍ଣ୍ଣପୁର ଥାନାରେ ନିଯୁକ୍ତିକୁ ବିରୋଧ।
ଫେବୃଆରୀ ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।













Click it and Unblock the Notifications