ଦୌଡୁଥିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଚାକିରି ଆଶାୟୀ, ୨ ଆହତ

ଶରୀରିକ ପରୀକ୍ଷାବେଳେ ଟଳିପଡ଼ିଲେ ଯୁବକ । ହୋମାଗାର୍ଡ ନିଯୁକ୍ତି ପାଇଁ ଚାଲିଥିଲା ଶରୀରିକ ପରୀକ୍ଷା । ମୃତ ଯୁବକ ରାମଗିରି ଥାନା ପରିସଲ ଗାଁର ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷାରେ ଆଉଜଣେ ଯୁବକ ଗୁରୁତର ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Home guard

ଜରୁରୀ କାଳୀନ ସ୍ଥିତିରେ ତାଙ୍କ ଚିକିତ୍ସା ଜାରି ରହିଛି । ହୃଦଘାତ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+