Holi 2025: ହୋଲି ଖେଳ ବେଳେ କ'ଣ କରିବା ନାହିଁ
ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ।

କେମିକାଲ ରଙ୍ଗର ବ୍ୟବହାର କରିବା ନାହିଁ
ରଙ୍ଗ ଖେଳ ବେଳେ ଆଖି ଓ କାନର ସୁରକ୍ଷା ପ୍ରତି ଧ୍ୟାନ ଦେବା
କେମିକାଲ ଯୁକ୍ତ ବ୍ୟବହାର କରିବା ନାହିଁ
ହାନିକାରକ ରଙ୍ଗରୁ ବର୍ତ୍ତିବାକୁ ଦେହରେ ତେଲ କିମ୍ବା ଲୋସନ ଲଗାଇବା
ହୋଲି ଖେଳ ବେଳେ କ'ଣ କରିବା ନାହିଁ
ରସାୟନିକ ତଥା କୃତ୍ରିମ ରଙ୍ଗର ବ୍ୟବହାର କରିବା ନାହିଁ
ଅସୁସ୍ଥ ବ୍ୟକ୍ତି ଓ ଛୋଟଶିଶୁଙ୍କୁ ରଙ୍ଗ ଠାରୁ ଦୂରେଇ ରଖନ୍ତୁ
ହୋଲି ଖେଳ ବେଳେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ












Click it and Unblock the Notifications