ହଟିଲା ହୋର୍ଡିଂ ଓ ପୋଷ୍ଟର, ଲାଗୁ ହେଲା ନିର୍ବାଚନ ଆଚରଣ ବିଧି

ଗତକାଲି ନିର୍ବାଚନ କମିଶନର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ମଧ୍ୟ ବାଜିସାରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।

Hoardings

୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ଲିଫଲେଟ୍, ପୋଷ୍ଟର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯିବା ପରେ ଏଗୁଡିକୁ ଯୁଦ୍ଧକାଳୀନ ଭିତରେ ହଟାଯାଉଛି ।

ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ସୁନ୍ଦରଗଡରୁ ଆସିଛି ଚିତ୍ର । ରାତିରେ ହୋର୍ଡିଂ ଓ ପୋଷ୍ଟର ହଟାଯାଉଛି । ବାଲେଶ୍ୱରରେ ବି ହୋର୍ଡିଂ, ପୋଷ୍ଟର ହଟାଯାଉଛି । ଏଥର ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି କଡାକଡି ହେବ ବୋଲି ଘୋଷଣା କରିଛନ୍ତି । ଏହାପରେ ଏଭଳି ହୋର୍ଡିଂ ଓ ପୋଷ୍ଟ ହଟାଇବା କାମ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+