ଓଡ଼ିଶା ପାଇଁ ଐତିହାସିକ ଦିନ, ଭୁବନେଶ୍ୱ-ପୁରୀ ୮ ଲେନ୍ ପ୍ରସ୍ତାବ:ମୁଖ୍ୟମନ୍ତ୍ରୀ

Odisha News: ଶିଳାନ୍ୟାସ ଓ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ଭିତ୍ତିଭୂମି ବିକାଶ ପାଇଁ ଆଜି ଏକ ଐତିହାସିକ ଦିନ । ଓଡ଼ିଶା ବିକାଶରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ସମସ୍ତ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବରୁ ଦିନକୁ ୧୪ କିମି ରାସ୍ତା ହେଉଥିଲା ଏବେ ୧୦୦ କିମି ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଅନ୍ତି । ଆମ ସରକାର ମଧ୍ୟ ବଜେଟରେ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛନ୍ତି । ସେ ଆହୁରି କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୨୦ଟି ବାଇପାସ ଓ ରିଙ୍ଗରୋଡ୍ ନିର୍ମାଣ ହେଉଛି । ଏହା ଡବର ଇଞ୍ଚିନ୍ ସରକାର, ଯାହା ମାତ୍ର ୧୦ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

Odisha News

ସେହିପରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର-ପୁରୀ ରାସ୍ତାକୁ ୮ ଲେନ୍ କରିବା ପାଇଁ ଏବଂ କୋଷ୍ଟାଲ ହାଇୱେ ମଧ୍ୟ ୪ ଲେନ୍ କରିବା ପାଇଁ ଗଡକରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+