ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ସତର୍କ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ । ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ଯାଜଳ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ପାର୍ଶ୍ୱରେ ରହୁଥିବା ସମସ୍ତ ଜନସାଧାରଣମାନଙ୍କୁ ମାଇକ ଯୋଗେ ସତର୍କ କରାଯାଉଛି । ବନ୍ୟା ଜଳ ନିଷ୍କାସନ ସମୟରେ ଯେପରି କୌଣସି ଅଘଟଣ ନହେବ ସେଥିପାଇଁ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଉଛି ।

hirakud

ଏହାସହ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଆଗୁଆ ସତର୍କ ସୂଚନା ଦିଆଯାଇଛି । ଉପର ମୁଣ୍ଡରୁ ଅଧିକ ବର୍ଷା ଯୋଗୁଁ ପାଣିର ଇନଫ୍ଲୋ ବଢିବାରୁ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ କରାଯାଉ ଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+