ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ କେନାଲ୍‌ ପଦ୍ଧତି ନବୀକରଣ : ବ୍ୟୟ ହେବ ୮୫୫ କୋଟି

ହୀରାକୁଦ_ଡ୍ୟାମ୍‌: ବ୍ୟୟ ହେବ ୮୫୫ କୋଟି । ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ କେନାଲ୍‌ ପଦ୍ଧତି ନବୀକରଣ ନିଷ୍ପତ୍ତି । ଆସନ୍ତା ୪ ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି । ୨୦୨୪-୨୫ରୁ ୨୦୨୭-୨୮ ମଧ୍ୟରେ ବ୍ୟୟ କରିବାକୁ ନିଷ୍ପତ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ଜାରି ହେଲା ସଂକଳ୍ପ ପତ୍ର ।

Hirakud Dam
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+