ହିନ୍ଦି ଚଳଚ୍ଚିତ୍ର ‘12TH FAIL'କୁ ଜିଏସଟିମୁକ୍ତ ଘୋଷଣା କଲେ ଓଡ଼ିଶା ସରକାର

12TH FAIL: ସତ୍ୟ ଘଟଣା ଉପରେ ଆଧାରିତ ସିନେମା '12TH FAIL'କୁ ଜିଏସଟିମୁକ୍ତ ଘୋଷଣା କଲେ ଓଡ଼ିଶା ସରକାର । ରାଜ୍ୟରେ ହିନ୍ଦୀ ସିନେମାକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଅଧିକରୁ ଅଧିକ ଲୋକ ଏହି ଫିଲ୍ମ ଦେଖିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

12th Fail

ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ହିନ୍ଦୀ ଫିଲ୍ମକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ରାଜ୍ୟରେ ସିନେମା ହଲ୍ ଓ ମଲଟିପ୍ଲେକ୍ସରେ ଏହି ସିନେମା ପ୍ରଦର୍ଶନ ପାଇଁ କୌଣସି ଏଣ୍ଟ୍ରି ଫି ବୃଦ୍ଧି କରାଯାଇ ପାରିବ ନାହିଁ । ବର୍ତ୍ତମାନ ଖୁବ କମ୍ ଟଙ୍କା ଦେଇ ଦର୍ଶକ ଏହି ଫିଲ୍ମ ଦେଖିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+