ଓପିଏସ୍‌ସି ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ମାମଲା, ମନ୍ତ୍ରୀ କହିଲେ ତଦନ୍ତ ହେବ

ଓପିଏସ୍‌ସି ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଏହା ମୋ ବିଭାଗ ଅଧିନରେ ଯାଉ ନାହିଁ । ଆଗରୁ ଓପିଏସସି କୁହନ୍ତୁ କିମ୍ବା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଟିରେ ବହୁତ ଅବ୍ୟବସ୍ଥା ରହିଆସିଛି ।

Suryavanshi Suraj

ବିଧାନସଭା ପୂର୍ବ ଅଧିବେଶନରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ଆଗକୁ ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+