ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ

ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ରାଜ୍ୟରେ ଖୋଲିବ ଆଉ ୫ଟି ନୂଆ ମହିଳା NCC ବାଟାଲିୟନ । ଏନେଇ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ ।

ରାଜ୍ୟର ବର୍ତ୍ତମାନ ଏଏନସିସି କ୍ୟାଡେଟ ସଂଖ୍ୟା ୬୩,୦୦୦ ରହିଥିବା ବେଳେ ଏହାକୁ ୯୦,୦୦୦ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଚିଠିରେ କ୍ୟାଡେଟ୍‌ମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନୂଆ ମହିଳା ଏଏନସିସି ବାଟାଲିୟନ ସ୍ଥାପନ ଏହି ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ । ଫଳରେ ଛାତ୍ରୀମାନେ ଉପକୃତ ହୋଇପାରିବେ ।

5 more new women s NCC battalions to be opened in odisha
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+