ଉଚ୍ଚଶିକ୍ଷା ବିଭାଗ ତଦନ୍ତ ସରିଲା,୩୨ ଜଣଙ୍କ ବୟାନ ରେକର୍ଡ
ଏଫଏମ୍ ଛାତ୍ରୀ ମୃତ୍ୟୁ ମାମଲରେ ଶେଷହେଲା ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ତଦନ୍ତ ସାରି ଫେରିଗଲେ ଉଚ୍ଚଶିକ୍ଷା ବିଭାଗର ଟିମ୍ । ଗତକାଲି ୩୦ରୁ ୩୨ ଜଣଙ୍କ ବୟାନ ରେକର୍ଟ କରିଛି ଟିମ୍ ।
ICC ରିପୋର୍ଟକୁ ତର୍ଜମା କରାଯାଇଛି । ଆଜି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, କ୍ରାମବ୍ରାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗର ଟିମ ତଦନ୍ତ କରିଛନ୍ତି।

ମତାମତକୁ ଉଚିତ ସ୍ଥାନରେ ସ୍ଥାନିତ କରାଯିବ। ବୟାନକୁ ନେଇ ରିପୋର୍ଟ ଲେଖିବା ପରେ ସେ ସବୁର ତର୍ଜମା କରାଯିବ। ସରକାରଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ। ଆଇସିସିର ରିପୋର୍ଟକୁ ସବୁ ତର୍ଜମା କରାଯାଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର। ଆଜି ଆଇସିସି ମେମ୍ବର , ପ୍ରିନ୍ସିପାଲ ଓ ବହୁ ଛାତ୍ରଛାତ୍ରୀ ତଦନ୍ତ ର ସାମ୍ନା କରିଥିଲେ। ଅନ୍ୟପଟେ UGC fact finding team ଅଧିକାଂଶ BED ପିଲାଙ୍କ ମତାମତ ନେଇଥିଲେ।












Click it and Unblock the Notifications