ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍, ୧୫ରୁ କଟିବ ଚାଲାଣ
ଆପଣ ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ସାରିଛନ୍ତି ତ ? ଯଦି ଲାଇ ନାହାନ୍ତି, ତେବେ ଯଥାଶୀଘ୍ର ଲଗାଇ ନିଅନ୍ତୁ । କାରଣ
ଭୁବନେଶ୍ୱର: ଆପଣ ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ସାରିଛନ୍ତି ତ ? ଯଦି ଲାଇ ନାହାନ୍ତି, ତେବେ ଯଥାଶୀଘ୍ର ଲଗାଇ ନିଅନ୍ତୁ । କାରଣ ଜାନୁଆରୀ ୧୫ରୁ କଟିବ ଚାଲାଣ । ଗଣିବେ ମୋଟା ଅଙ୍କର ଜରିମାନା ।

ଯେଉଁ ଗାଡି ଗୁଡିକର ନମ୍ବର ପ୍ଲେଟର ଶେଷ ଅଙ୍କ ୧, ୨, ୩, ୪, ୫, ୬ ଥିବ, ସେହି ଗାଡି଼ ମାଲିକ ଗଣିବେ ଜରିମାନା । ସେହିଭଳି ଜାନୁଆରୀ ୩୧ରେ ସରୁଛି ଶେଷ ନମ୍ବର ୭ରୁ ୮ ଥିବା ଗାଡିର ଅବଧି । ଫେବୃଆରୀ ୨୮ରେ ସରୁଛି ଶେଷ ନମ୍ବର ୯ ଓ ୦ର ଅବଧି ।
ତେବେ ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନାହାନ୍ତି । ତୁରନ୍ତ ଲଗାଇ ନିଅନ୍ତୁ ।












Click it and Unblock the Notifications