ମହାନଦୀ ବିବାଦ ନେଇ ଆଜି ଉଚ୍ଚସ୍ତରୀୟ କମିଟି ବୈଠକ
ମହାନଦୀ ବିବାଦ ନେଇ ଆଜି ଉଚ୍ଚସ୍ତରୀୟ କମିଟି ବୈଠକ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ବୈଠକ। ଓଡ଼ିଶା-ଛତିଶଗଡ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ହେବ ମାନସମନ୍ଥନ । ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନ ବାଟ ଫିଟିବା ଆଶା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରତିନିଧି।













Click it and Unblock the Notifications