ମେଟ୍ରୋ ପ୍ରକଳ୍ପ ପାଇଁ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି; ସୂଚନା ଦେଲେ ମନ୍ତ୍ରୀ

ଓଡ଼ିଶାରେ ଗଡିବ ମେଟ୍ରୋ ଟ୍ରେନ । ସେଥି ପାଇଁ କାମ ମଧ୍ୟ ଆରମ୍ଭ ହୋଇଛି । ଯାହାକୁ ନେଇ ଆଜି ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠନ ହୋଇଛି ଉଚ୍ଚସ୍ତରୀୟ କମିଟି । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

krushna patra
ମେଟ୍ରୋ କାମ ଯେମିତି ଚାଲିବା କଥା ଚାଲିଛି କହିଲେ ମନ୍ତ୍ରୀ । କିଭଳି ଆର୍ଥିକ ଦୃଷ୍ଟିରୁ ଏହା ସମ୍ଭବପର ହୋଇପାରିବ ସମୀକ୍ଷା ହେବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି କହିଲେ ମନ୍ତ୍ରୀ । କମିଟି ମେଟ୍ରୋ ଚଳାଚଳ କରୁଥିବା ବିଭିନ୍ନ ସହର ଯାଇ ସମୀକ୍ଷା କରୁଛି । ରୁଟ୍ କିଭଳି ରହିବ, କ'ଣ ପରିବର୍ତ୍ତନ ଦରକାର; ଆଲୋଚନା ଚାଲିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+