ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା

ରାଜ୍ୟରେ ପ୍ରତିଷ୍ଠା ହେବ ହାଇ ଇମ୍ପାକ୍ଟ ସେମି କଣ୍ଡକ୍ଟର କାରଖାନା। କାରଖାନା ନେଇ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। RiR କମ୍ପାନୀ ଏହା କରିବ। ୨୦% ଅଧିକ ସବ୍‌ସିଡି ଦେଇଛନ୍ତି ସରକାର। ୬୧୮ କୋଟିର ନିବେଶ ହେବ, ୭ ଶହରୁ ଅଧିକ ନିଯୁକ୍ତି ସୁଯୋଗ ।
-ଏହା ପ୍ରତିଷ୍ଠା ହେଲେ ଆଇଟି କ୍ଷେତ୍ରରେ ଓଡ଼ିଶା ଆହୁରି ବିକଶିତ ହେବ ।

High impact semiconductor factory
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+