ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ କହିଲେ ହାଇକୋର୍ଟ
ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲା ଖାରଜ ହୋଇଛି। ଅନ୍ୟପକ୍ଷେ, ୩ ଆବେଦନକାରୀଙ୍କ ନିର୍ବାଚନୀ ମାମଲା ହାଇକୋର୍ଟ ଖାରଜ କରିଛନ୍ତି। ବିନା ଶୁଣାଣିରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଶାରଦା। କେବଳ ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ ବୋଲି ହାଇକୋର୍ଟ କହିଛନ୍ତି।













Click it and Unblock the Notifications