ଅମରେଶ ଜେନାଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ
ଅମରେଶ ଜେନାଙ୍କୁ ମିଳିଛି ସର୍ତ୍ତ ମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ । ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇଥିଲେ ବାଇଁଆ ଓରଫ ଅମରେଶ ଜେନା । ସୂଚନାନୁସାୀରେ, ଜୁଲାଇ ୨୭ ତାରିଖ ଦିନ ତତକାଳୀନ ବିଜେଡି କର୍ପୋରେଟର ଅମରେଶ ଜେନା ଏରଫ ବାଇଁଆ ଜେନାଙ୍କୁ ବାଲେଶ୍ୱର ନୀଳଗିରିରୁ ଗିରଫ କରିଥିଲା ଲକ୍ଷ୍ମୀସାଗର ପୋଲିସ।

କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲା।












Click it and Unblock the Notifications