ସିଲିକନ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ୫ ବର୍ଷ ପାଇଁ କଳା ତାଲିକାଭୁକ୍ତ କଲେ ହାଇକୋର୍ଟ

କଳା ତାଲିକାଭୁକ୍ତ ହୋଇଛି ସିଲିକନ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ । ଆସନ୍ତା ୫ବର୍ଷ ପାଇଁ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି ହାଇକୋର୍ଟ । ଏଏସଓ ପରୀକ୍ଷାରେ ଅନିୟମିତତା କରିଥିବା ନେଇ ପ୍ରମାଣ ମିଳିଥିଲା । ପୁଲିସ ଏସଆଇ ସ୍କାମରେ ସାମ୍ନାକୁ ଆସିବା ପରେ ସିଲିକନ୍‌ ଟେକ୍‌ ସହ ସମସ୍ତ ଚୁକ୍ତି ବାତିଲ କରିଥିଲେ ରାଜ୍ୟ ସରକାର । ସିଲିକନ୍‌ ଟେକ୍‌ ମାଲିକ ସୁରେଶ ନାୟକ ପୂର୍ବରୁ ଗିରଫ ହୋଇଛନ୍ତି ।

High Court
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+