ଲୁଚିଯାଅ ମାରି ଦେବେ, ସାମ୍ନାକୁ ଆସିଲା ମାଓବାଦୀ ମୁଖିଆଙ୍କ ଚିଠି
ଶୀଘ୍ର ଲୁଚିଯାଅ, ମାରିଦେବେ ଲୁଚିଯାଅ । ଏଭଳି କିଛି ଶେଷ ଲେଖା ଲେଖିଥିଲେ ମାଓନେତା ବାସବରାଜୁ । ମାଓବାଦୀଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନ ସଫଳ ହେବା ପରେ ମାଓନେତାଙ୍କ ଶେଷ ହାତ ଲେଖା ଚିଠି । ମାଓ ନିପାତ ଅପରେସନ ଜୋରଦାର ଚାଲିଥିବା ବେଳେ ଏମିତି କିଛି ଲେଖିଥିଲା ମାଓନେତା ବାସବରାଜୁ । ସାଥି ମାଓବାଦୀଙ୍କୁ ଲୁଚି ଯିବାକୁ ପରାମର୍ଶ ଦେବା ସହ ଡିଆରଜି ଯବାନମାନେ ଖୋଜି ଖୋଜି ବାହାର କରିବେ ଏବଂ ମାରିବେ ବୋଲି ଚିଠିରେ ଲେଖିଥିଲେ ମାଓନେତା ।













Click it and Unblock the Notifications