ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା । ଗର୍ଭ ଗୃହରେ ଫଟୋ ଉଠାଉଥିବାବେଳେ ଧରାପଡ଼ିଲେ ଜଣେ ପର୍ଯ୍ୟଟକ । ଚଷମାରେ ଥିବା ହିଡେନ୍‌ କ୍ୟାମେରାରେ ଫଟୋ ଉଠାଉଥିବାବେଳେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ । ପର୍ଯ୍ୟଟକ ଜଣଙ୍କ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କୁ ଧରି ସିଂହଦ୍ବାର ଥାନା ଜିମା ଦେଇଛି ଜେଟିପି । କୋଲକାତାର ଏହି ଭକ୍ତଙ୍କୁ ଅଟକ ରଖି ଅଧିକ ଜେରା କରୁଛି ସିଂହଦ୍ବାର ପୁଲିସ ।

jagannath mandir

ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଜଣେ ଯୁବକ ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍ ଅଟକ କରିଥିଲେ । ସେହି ଘଟଣାରେ ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ ,ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ । ଏହା ସହ ଯେଉଁ ମାନେ ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି , ସେମାନଙ୍କ ଉପରେ ଦଣ୍ଡ ବିଧାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+