ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଗଲା ଜଣଙ୍କ ଜୀବନ

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁତର ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ୍ୟୁ ମୁଖରେ ପଡିଛନ୍ତି । ଜଣଙ୍କ ମୃତ୍ୟୁ ନେଇ ଜୋନ୍‌-୨ ଏସିପି ସୂଚନା ଦେଇଛନ୍ତି । ଶୁକ୍ରବାର ଏସିରେ ଗ୍ୟାସ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା ।

ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ଏହି ବିସ୍ଫୋରଣ ହୋଇଥିଲା । ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ପୋରଣରେ ଏକାଧିକ ୪ ଜଣ ଆହତ ହୋଇଥିଲେ ।

Hi-Tech hospital

ସୂଚନା ଅନୁସାରେ, ଗତ ଶୁକ୍ରବାର ମେଡ଼ିକାଲ୍‌ର ତୃତୀୟ ମହଲାରେ କନ୍‌ଷ୍ଟ୍ରକ୍‌ସନ୍‌ କାମ ଚାଲିଥିଲା। ସନ୍ଧ୍ୟା ବେଳେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଯେଉଁଥିପାଇଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା ।

ତେବେ ଉଦ୍ଧାର କାର୍ଯ୍ୟ ବେଳେ ୪ ଜଣ ଆହତ ହୋଇଥିଲେ । ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+