ଆଦିବାସୀ ଛାତ୍ରୀଙ୍କୁ NHAI'ର ସାଇକେଲ୍ ବଣ୍ଟନ
ପ୍ରକଳ୍ପ ପରିଯୋଜନା କାର୍ଯ୍ୟାଳୟ, କୋରାପୁଟ #NHAI, ଏଚ୍ ଜି ଇନଫ୍ରା ଏବଂ ଡିଆରଏ ଇନଫ୍ରା ମିଳିତ ସହଭାଗୀତାରେ ଏହାର ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ରାୟପୁର-ବିଶାଖାପାଟଣା କରିଡର (NH-130CD)ରେ ୧୬ଟି ସ୍କୁଲର ଆଦିବାସୀ ଛାତ୍ରୀମାନଙ୍କୁ ୮୫୦ଟି ସାଇକେଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ କଲେକ୍ଟର ମଧ୍ୟ ଯୋଗ ଦେଇଥିଲେ ।













Click it and Unblock the Notifications