ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍, ଶପଥ ସମାରୋହରେ ସାମିଲ ହେବେ ରାହୁଲ ଗାନ୍ଧୀ
Hemant Soren: ଆଜି ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ରାଞ୍ଚିର ମୋରହାବାଦୀ ମୈଦାନରେ ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଝାଡଖଣ୍ତର ୧୪ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ ।













Click it and Unblock the Notifications