ରାଜ୍ୟରେ ଲଗାଣ ବର୍ଷା ; ଭୁଶୁଠିଲା ବିମାନ ବନ୍ଦର ପାଚେରୀ
ବର୍ଷାରେ ଭୁଶୁଠିଲା ବିମାନ ବନ୍ଦର ପାଚେରୀ। ଗତ କିଛି ଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପୁଣି ବର୍ଷାରେ ମାଲକାନଗିରି ବିମାନ ବନ୍ଦର ପାଚେରୀ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ପାଚେରୀ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଥର ଏହାକୁ ମରାମତି କରାଯାଇଛି। କିନ୍ତୁ ପୁର୍ନବାର ସମାନ ସ୍ଥିତି ଦେଖିବାକୁ ମିଳିଛି।













Click it and Unblock the Notifications