କଟକରେ ପ୍ରବଳ ବର୍ଷା; ଭାଙ୍ଗିଲା କଲେଜ ଛକ ଲାଇଟ୍ ଗେଟ୍, କାହାର କିଛି କ୍ଷତି ହୋଇନି
କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।












Click it and Unblock the Notifications