ତାତିରେ ଲାଗୁନି ବ୍ରେକ ! ଦୁଇଦିନ ହିଟୱେଭ୍ ନେଇ ସତର୍କତା ଜାରି

Odisha Weather: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସାରା ଓଡ଼ିଶାରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମାର୍ଚ୍ଚ ମାସରୁ ହିଟ୍ ୱେଭ୍ ଚେତାବନୀ ଜାରି କରାଗଲାଣି । ସୋମବାର ଦିନ ବୌଦ୍ଧ ଜିଲ୍ଲାରେ ସାର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ୭ଟି ଜିଲ୍ଲାର ତାପମାତ୍ରା ୩୬ ଡିଗ୍ରୀ ଉପରେ ଥିବା ନେଇ ରେକର୍ଡ କରାଯାଇଛି ।

Odisha Weather

ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ୧୩ ଓ ୧୪ ତାରିଖ ଦୁଇଦିନ ହିଟେୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି । ସମ୍ବଲପୁର, କଳାହାଣ୍ତି, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହ ନେଇ ଦିନ ୧୧ ଟାରୁ ଅପରାହ୍ନ ୩.୩୦ ଯାଏଁ ଘରୁ ନ ବାହାରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+