ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା; ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୭ ସହରର ତାପମାତ୍ରା ୪୧ ଡ଼ିଗ୍ରୀ ଉପରେ
ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା । ୪୨ ଡିଗ୍ରୀ ପାଖରେ ପହଞ୍ଚିଗଲା ତାତି । ଆଜି ରାଜ୍ୟର ୭ ସହରର ତାପମାତ୍ରା ୪୧ ଉପରେ ରହିଛି । ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର। ଟିଟିଲାଗଡ଼ ୪୧.୫, ବୌଦ୍ଧ ୪୧.୪, ଭବାନୀପାଟଣା ୪୧.୨ ତାପମାତ୍ରା ରେକର୍ଡ଼ ହୋଇଛି।

ନୟାଗଡ଼, ବଲାଙ୍ଗିର ଏବଂ ତାଳଚେର ୪୧ ଡିଗ୍ରୀ ତାପମାତ୍ରା ରହିଛି । ଅନୁଗୁଳ ୪୦.୭, ଝାରସୁଗୁଡ଼ା ୪୦.୩ ଡିଗ୍ରୀ, ଭୁବନେଶ୍ବର ୩୭.୨ ଏବଂ କଟକ ୩୮.୪ ଡିଗ୍ରୀ ସେଲସିୟସ ରହିଛି ।
ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟିଟିଲାଗଡ଼ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ଥିଲା ୪୧ ଦଶମିକ ୫ ଡିଗ୍ରୀ ସେଲସିୟସ। ବୌଦ୍ଧରେ ୪୧.୪, ଭବାନୀପାଟଣାରେ ୪୧.୨, ନୟାଗଡ଼ରେ ୪୧, ବଲାଙ୍ଗିର ୪୧ ଓ ତାଳଚେର ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୁଳରେ ୪୦ ଦଶମିକ ୭ ଓ ଝାରସୁଗୁଡାରେ ୪୦ ଦଶମିକ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ମାସ ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବ । ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟରେ ପାରଦ ଉପରମୁହାଁ












Click it and Unblock the Notifications