ତାତିରେ ତ୍ରାହି ତ୍ରାହି ଡାକୁଛି ଓଡିଶା, ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା

ଗତକାଲି ନୂଆାପଡ଼ା ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ର ସହ ଉତ୍ତପ୍ତ ସହର ପାଲଟି ଥିଲା । ଏଥି ସହିତ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

ଭୁବନେଶ୍ବର: ଉପାନ୍ତରୁ ଉପକୂଳ, ପୂର୍ବରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ତେବେ ଉପକୂଳ ଅପେକ୍ଷା ତାତିରେ ଉଟୁପାଉଟୁ ହେଉଛି ପଶ୍ଚିମ ଓଡ଼ିଶା । ଗତକାଲି ନୂଆାପଡ଼ା ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ର ସହ ଉତ୍ତପ୍ତ ସହର ପାଲଟି ଥିଲା । ଏଥି ସହିତ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।

Heat Wave

ଅନ୍ୟପଟେ କେରଳ ଛୁଇଁବା ପରେ ଦୁର୍ବଳ ହୋଇଛିଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗ କହିଛି, ଜୁନ୍‌ ୧୧ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ଏବର୍ଷ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ କେରଳରେ ମୌସୁମୀ ପହଞ୍ଚିଥିଲେ ମଧ୍ୟ ଓଡିଶା ଆସିବାରେ ବିଳମ୍ବ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+