କାଲି ମୋଦିଙ୍କ ଜନ୍ମଦିନରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ କାର୍ଯ୍ୟକ୍ରମ ହେବ ଆରମ୍ଭ

କାଲି ମୋଦିଙ୍କ ଜନ୍ମଦିନରେ 'ସୁସ୍ଥ ନାରୀ ସଶକ୍ତ ପରିବାର' କାର୍ଯ୍ୟକ୍ରମ । ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି କାର୍ଯ୍ୟକ୍ରମ ଜରିଆରେ ତିଆରି ହେବ ଡିଜିଟାଲ୍‌ ଡାଟାବେସ୍‌। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ୨୯ ହଜାର ସ୍କ୍ରିନିଙ୍ଗ ଓ ୩ ହଜାରରୁ ଊର୍ଦ୍ଧ୍ବ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ହେବ ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ । ସ୍କ୍ରିନିଙ୍ଗ ତଥ୍ୟକୁ ନେଇ ଡିଜିଟାଲ ଡାଟା ବେସ୍‌ ତିଆରି କରିବେ ସରକାର। ବିଭିନ୍ନ କ୍ୟାନସର, ଋତୁସ୍ରାବ ସମସ୍ୟା ଓ ଅପପୁଷ୍ଟି ସ୍ଥିତି ନେଇ ହେବ ଯାଞ୍ଚ । କାଲି ଏହି ଅଭିଯାନକୁ ମଧ୍ୟପ୍ରଦେଶରୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

mukesh mahaling
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+